ଭୁୁବନେଶ୍ୱର,୧୧ା୦୪ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ମି ନ୍ୟୁଜ ଓଡିଶା ପକ୍ଷରୁ ଇଦ୍ ପର୍ବ ଅବସରରେ ଉତରକୁଳ ମାହାଳହାଟ ନିକଟରେ ଜଲଛତ୍ର କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ମି .ନ୍ୟୁଜ ଅଧ୍ୟକ୍ଷ ଇଜାଜ୍ ଖାଁନ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମରେ ସରପଞ୍ଚ ମିଳନ ଭୂୟାଁ, ସମାଜସେବି ସଂଗ୍ରାମ ସାହାଣୀ,ସାମ୍ବାଦିକ ରତ୍ନାକର ବାରିକ,ବିନୟ କୁମାର ଦାସ,ରଞ୍ଜନ ଦାଶ, ଗୋବିନ୍ଦ ଦାଶ, ପ୍ରଫୁଲ୍ଲ ମହାପାତ୍ର,ଜଗନ୍ନାଥ ପଣ୍ଡା, ଅମିତାଭ ମହାପାତ୍ର, ପ୍ରକାଶ ରାଉଳ,ତାପସ ସେଠି, ଅଙ୍କିତ ସେଠି, ବିକ୍ରମ ସାହୁ,ବିମଲ ପଡିହାରୀ,ସତ୍ୟାୟୋତି ରାଉଳ, ଦେବେନ୍ଦ୍ର ସଢଙ୍ଗୀ, ପ୍ରଦୀପ୍ତ ମହାପାତ୍ର ଦିଲୀପ ବିଶ୍ୱାଳ, କିଶୋର ସାହାଣୀ, ଏସ ଆଇ ଅଜୟ ମହାନ୍ତି, ଅନିଲ ମଳିକ ପ୍ରମୁଖ ଯୋଗଦେଇ ପଥଚାରୀମାନଙ୍କୁ ଦହି ପାଣି ଓ ପିଇବା ପାଣି ବଣ୍ଟନ କରିଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *